logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Assignor
ହସ୍ତାନ୍ତରକାରୀ, ସମର୍ପଣକାରୀ ବ୍ୟକ୍ତି

Assistance
ସହାୟତା, ସାହାଯ୍ୟ

Associate
ସହଯୋଗୀ ହେବା, ସହଯୋଗୀ, ସଂଯୁକ୍ତ, ବନ୍ଧୁ, ଅଂଶୀଦାର

Association
ସଂଘ, ସମ୍ୱନ୍ଧ, ସମ୍ମେଳନ

Assumption of charge
ଭାର ଗ୍ରହଣ, ପଦ ଗ୍ରହଣ

Assurance
ଭରସା, ନିର୍ଭରତା, ବୀମା, ହସ୍ତାନ୍ତରଣ ପତ୍ର

Assurance company
ବୀମା କଂପାନୀ

Assure
ନିଶ୍ଚିତ କରିବା, ଭରସା କରିବା, ଭରସା ଦେବା, ବିଶ୍ୱାସ ଜନ୍ମାଇବା

At discount
ରିହାତି ମୂଲ୍ୟରେ

Atomic power
ପରମାଣବିକ କ୍ଷମତା, ଆଣବିକ କ୍ଷମତା


logo