logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Staff quarter
କର୍ମଚାରୀ ନିବାସ

Staff room
କର୍ମଚାରୀ ପ୍ରକୋଷ୍ଠ

Staff welfare fund
କର୍ମଚାରୀ କଲ୍ୟାଣ ନିଧି

Stage
ଅବସ୍ଥା, ସ୍ତର, ମଞ୍ଚ, ଭାରା, ମଞ୍ଚସ୍ଥ କରିବା, ପ୍ରଦର୍ଶନ କରିବା, ଅଭିନୟ କିରିବା

Stagnation
ନିଶ୍ଚଳତା, ସ୍ଥିରତା, ମାନ୍ଦାପଣ

Stake
ବାଜି ମାରିବା, ଗୋଜ ମାରିବା, ବାଜି, ଗୋଜ

Stamp
ଷ୍ଟାମ୍ପ, ମୁଦ୍ରାଙ୍କ, ଷ୍ଟାମ୍ପ ଦେବା, ମୁଦ୍ରାଙ୍କିତ କରିବା

Stamp duty
ଷ୍ଟାମ୍ପ ଶୁଳ୍କ

Stamped envelope
ଷ୍ଟାମ୍ପ ଲଫପା

Stamp pad
ମୋର ପ୍ୟାଡ଼, ଷ୍ଟାମ୍ପ ପ୍ୟାଡ଼


logo