logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Assembly
ବିଧାନସଭା, ଜନ ସମାବେଶ, ସମ୍ମେଳନ, ସଭାଗୃହ

Assent
ସମ୍ମତି

Assert
ଦୃଢ଼ୋକ୍ତି କରିବା

Assessee
କରଦାତା

Assessment
ନିର୍ଦ୍ଧାରଣ, କର ବସାଣ

Assessment year
କର ନିର୍ଦ୍ଧାରଣ ବର୍ଷ

Assessor
କର ନିର୍ଦ୍ଧାରକ, ଆସେସର୍

Assets
ଆସ୍ତି, ଯାୟ, ପରିସଂପତ୍ତି

Assignee
ସମର୍ପଣଗ୍ରାହୀ, ସଂପତ୍ତିଗ୍ରହୀତା

Assignment
ସମର୍ପଣ ନିଯୁକ୍ତି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ବା ଦାୟିତ୍ୱ, ହସ୍ତାନ୍ତରୀକରଣ


logo