logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Sponsor
ପ୍ରୟୋଜିତ କରିବା, ପୋଷକତା କରିବା, ପ୍ରାୟୋ

Sponsorship
ପ୍ରୟୋଜନତା

Spot inspection
ଘଟଣାସ୍ଥଳ ପରୀକ୍ଷଣ

Spot payment
ସ୍ଥଳେ ପ୍ରଦାନ, ଘଟଣା ସ୍ଥଳେ ପ୍ରଦାନ, ତତ୍ କ୍ଷଣାତ ପ୍ରଦାନ

Spouse
ପତି ବା ପତ୍ନୀ, ଜୀବନ ସାଥୀ

Squad
ଦଳ, ସ୍କ୍ୱାର୍ଡ, କ୍ଷୁଦ୍ର କର୍ମୀଗୋଷ୍ଠୀ

Stability
ସ୍ଥିରତା, ଦୃଢ଼ତା

Staff
କର୍ମଚାରୀବୃନ୍ଦ, ଲାଠି, ଅବଲମ୍ବନ

Staff association
କର୍ମଚାରୀ ସଂଘ

Staff inspection unit (SIU)
କର୍ମଚାରୀ ନିରୀକ୍ଷଣ ଏକକ


logo