logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

natural premium
ପ୍ରାକୃତିକ/ମୂଳ ପ୍ରିମିୟମ

natural shrinkage
ପ୍ରାକୃତିକ ହ୍ରାସ/କ୍ଷୟ

nature of impairment
ଅସମର୍ଥତାର ସ୍ଵରୂପ

near delivery
ଆପାତ ପ୍ରଦାନ

near money
ମୁଦ୍ରାବତ୍‌ ପତ୍ର

negotiability
ହସ୍ତାନ୍ତର ଯୋଗ୍ୟତା

negotiability by statute
ବିଧିଗତ ହସ୍ତାନ୍ତର ଯୋଗ୍ୟତା

negotiability of custom
ରୀତିଗତ ହସ୍ତାନ୍ତର ଯୋଗ୍ୟତା

negotiable
ହସ୍ତାନ୍ତର ଯୋଗ୍ୟ

negotiable instrument
ହସ୍ତାନ୍ତର ଯୋଗ୍ୟ/ବିନିତମୟ ଦଲିଲ୍‌


logo