logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Speech
ବଚନ, ବାଣୀ, ଭାଷଣ, ବକ୍ତବ୍ୟ

Speed
ଗତି, ବେଗ, ବେଗ ବଢ଼ାଇବା, ଗତି ବଢ଼ାଇବା, ଜୋରରେ ଚଳାଇବା

Speed breaker
ଗତିରୋଧକ

Speed limit
ବେଗ ସୀମା, ଗତି ସୀମା

Speed post
ବେଗଗାମୀ ଡାକ, ସ୍ପିଡ ପୋଷ୍ଟ

Speedy action
ତୁରନ୍ତ ପଦକ୍ଷେପ

Sphere
ଗୋଲକ, ନଭମଣ୍ଡଳ, ପ୍ରଭାବ କ୍ଷେତ୍ର, କାର୍ଯ୍ୟକ୍ଷେତ୍ର

Spiral binding
ସର୍ପିଳ ବନ୍ଧେଇ

Split duty
ବିଭାଜିତ କର୍ତ୍ତବ୍ୟ

Spokesman (=spokes person)
ମୁଖପାତ୍ର, ପ୍ରବକ୍ତା


logo