logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Argument
ତର୍କ, ଯୁକ୍ତି

Arise
ଜାତ, ଜାଗ୍ରତ ହେବା, ଉଠିବା, ଦେଖାଦେବା

Armed forces
ସଶସ୍ତ୍ର ନିଷ୍ପକ୍ଷତା

Arrangement
ଆୟୋଜନ, ବ୍ୟବସ୍ଥା, ବାନ୍ୟାସ

Arrear
ବକେୟା, ଅବିଶିଷ୍ଟ ଦେୟ

Arrear statement
ବକେୟା ବିବରଣୀ

Arrival report
ଆଗମନ ବିବରଣ, ଆଗମନ ସମ୍ବାଦ

Arrogance
ଉଦ୍ଧତ, ଅହଙ୍କାରୀ, ଦାମ୍ଭିକ

Arsenal
ଶସ୍ତ୍ରାଗାର

Article
ଅନୁଛେଦ, ଦ୍ରବ୍ୟ, ଲଖା, ନିୟମ, ସରଞାମ


logo