logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Special messanger
ବିଶେଷ ବାର୍ତ୍ତାବହ

Special pay
ବିଶେଷ ବେଦନ

Special power of attorney
ବିଶେଷ ମୁଖତାରନାମା

Special protection group (SPG)
ବିଶେଷ ରକ୍ଷଣଦଳ

Specific
ବିନିର୍ଦ୍ଦିଷ୍ଟ, ସୁନିର୍ଦ୍ଦିଷ୍ଟ, ସ୍ୱତନ୍ତ୍ର

Specification
ସୁନିର୍ଦ୍ଦିଷ୍ଟ ବିକରଣ, ସୁନିର୍ଦ୍ଦିଷ୍ଟକରଣ, ବିନିର୍ଦ୍ଦେଶନ

Specific denial
ବିଶେଷ ରକ୍ଷଣଦଳ

Specific reason
ନିର୍ଦ୍ଦିଷ୍ଟ କରାଣ, ବିଶେଷ କାରଣ

Specimen signature
ନିଦର୍ଶନ ସ୍ୱାକ୍ଷର, ନମୁନା ସ୍ୱାକ୍ଷର

Speculation
ଅନ୍ଦାଜ, ଅଟକଳ, ଜୁଆ


logo