logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Aptitude test
ଦକ୍ଷତା ପରୀକ୍ଷଣ

Arbitrary
ସ୍ୱେଚ୍ଚ୍ଥନ୍ଦ ଭାବରେ, ମନମୁଖୀ ଭାବରେ, ସ୍ୱେଚ୍ଚ୍ଥାଚାରୀ ଭାବେ

Arbitrate
ମଧ୍ୟସ୍ଥି ହେବା, ମଧ୍ୟସ୍ଥି କରିବା

Arbitration
ମଧ୍ୟସ୍ଥି ନିର୍ଣ୍ଣୟ, ମଧ୍ୟସ୍ଥତା

Arbitration tribunal
ମଧ୍ୟସ୍ଥି ନ୍ୟାୟାଧୀକରଣ

Arbitrator
ମଧ୍ୟସ୍ଥ

Architecture
ସ୍ଥାପତ୍ୟ କଳା, ବାସ୍ତୁଶିଳ୍ପ

Archives
ଅଭିଲେଖାଗାର

Area
କ୍ଷେତ୍ର, କ୍ଷେତ୍ରଫଳ

Area headquarter
କ୍ଷେତ୍ରୀୟ ମୂଖ୍ୟାଳୟ


logo