logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Special
ସ୍ୱତନ୍ତ୍ର, ଖାସ୍, ବିଶେଷ

Special ability test
ବିଶେଷ ଯୋଗ୍ୟତା ପରୀକ୍ଷଣ

Special allowance
ବିଶେଷ ଭତ୍ତା

Special cell
ସ୍ୱତନ୍ତ୍ର ପ୍ରକୋଷ୍ଠ, ବିଶେଷ ପ୍ରକୋଷ୍ଠ

Special commendation
ବିଶେଷ ପ୍ରଶଂସା

Special compensatory allownce
ବିଶେଷ କ୍ଷତିପୁରକ ଭତ୍ତା

Special drive
ବିଶେଷ ଅଭିଯାନ

Special grant
ବିଶେଷ ଅନୁଦାନ

Specialist
ବିଶେଷଜ୍ଞ

Specialization
ବିଶେଷଜ୍ଞତା, ବିଶେଷ ଜ୍ଞାନ ହାସଲ, ବିଶେଷୀକରଣ


logo