logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Souvenir
ସ୍ମରଣିକା, ସ୍ମାରକୀ

Sovereign
ସାର୍ବଭୌମ, ସ୍ରବଶକ୍ତିମାନ

Sovereignty
ସାର୍ବଭୌମତ୍ୱ, ସାର୍ବଭୌମ ରାଷ୍ଟ୍ର

Space
ବ୍ୟବଧାନ, ଫାଙ୍କା, ମହାକାଶ, ଜାଗା, ଫାଙ୍କା ରଖିବା

Spacing
ଅନ୍ତରଣନ, ବ୍ୟବଧାନୀକରଣ

Spade work
ପ୍ରସ୍ତୁତ କାର୍ଯ୍ୟ, ପ୍ରାରମ୍ଭିକ କାର୍ଯ୍ୟ

Spare
ଅତିରିକ୍ତ, ଅଧିକା, ମିତବ୍ୟୟୀ ହେବା, ଛାଡ଼ିଦେବା, ତ୍ୟାଗ କରିବା

Spare copy
ଅଧିକା ନକଲ

Spare time
ପୁରସତ୍, ଫାଙ୍କ ସମୟ

Speaker
ବକ୍ତା, ବାଗ୍ମୀ ବ୍ୟକ୍ତି, ବାଚସ୍ପତି, ସ୍ୱରବର୍ଦ୍ଧକ ଯନ୍ତ୍ର


logo