logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Solicit
ମିନତି କରିବା, ଅନୁନୟ କରିବା, ମାଗିବା, ଆନ୍ତରିକ ଭାବେ ଚେହିବା

Solidarity
ଏକତ, ଏକତ୍ର, ସଂହତି

Solitary
ଏକଲା, ନିଃସଙ୍ଗ, ବିଜନ

Solitary case
ଏକଜୁଟତା

Solution
ଦ୍ରବଣ, ସମାଧାନ

Solve
ଦ୍ରବ କରିବା, ସମାଧାନ କରିବା

Sorting
ବଚ୍ଛାକାମ, ରକମ କରମ କରିବା କାର୍ଯ୍ୟ

Sorting appliance
ବଚ୍ଛାକାମ ଉପକରଣ

Source
ଉତ୍ସ, ଉଦ୍ଗମ, ସ୍ରୋତ

Source of income
ଆୟମାର୍ଗ, ଆୟପନ୍ଥା


logo