logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Appeal
ଅପିଲ, ପ୍ରାର୍ଥନା

Appearance
ରୂପାକୃତି, ଚେହେରା, ଉପସ୍ଥିତି, ହାଜିରି, ଆଭାସ

Appeasement
ତୋଷଣ, ତୁଷ୍ଟିକରଣ

Appellate tribunal
ଅପିଲ ଟ୍ରିବ୍ୟୁନାଲ୍

Appendix
ପରିଶିଷ୍ଟ

Appliance
ସାଧନ, ଉପଯନ୍ତ୍ର, ନିର୍ଦ୍ଧିଷ୍ଟ କାର୍ଯ୍ୟପାଇଁ ବ୍ୟବହୃତ ଉପକରଣ

Applicable
ପ୍ରଯୋଜ୍ୟ, ଲାଗୁ, ଉପଯୁକ୍ତ

Applicant
ଦରଖାସ୍ତକାରୀ, ଆବେଦନକାରୀ

Application
ଦରଖାସ୍ତ, ପ୍ରୟୋଗ

Application form
ଆବେଦନ ପତ୍ର


logo