logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Software
ପ୍ରକ୍ରିୟା ସାମଗ୍ରୀ, ସଫ୍ଟ ୱେୟାର

Sojourn
କିଛିକାଳ ରହିବା, ଅବସ୍ଥାନ, ବିରାମ

Sole
ଏକାକୀ, ଏକା, ତଳିପା, ଜୋତା ତଳି, ତଳି ଲଗାଇବା

Sole agency
ଏକମାତ୍ର ପ୍ରତିନିଧିତ୍ୱ

Solemn
ସତ୍ୟନିଷ୍ଠ, ଗମ୍ଭୀର

Solemn affirmation
ସତ୍ୟନିଷ୍ଠ ପ୍ରତିଜ୍ଞାନ

Solemnity
ଗମ୍ଭୀରତା, ଗାମ୍ଭୀର୍ଯ୍ୟ

Solemnize
ବିଧିବତ୍, ପାଳନ କରିବା

Solemnly
ଗମ୍ଭୀରତା, ଗାମ୍ଭୀର୍ଯ୍ୟ

Sole owner
ଏକକ ମାଲିକ, ଏକ ସ୍ୱାମୀ


logo