logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Anticipated income
ପ୍ରତପାଶୀ ଆୟ, ଅନୁମାନିକ ଆୟ

Anticipation
ପ୍ରତ୍ୟାଶା, ପୂର୍ବାନୁମାନ

Anticipatory bail
ପ୍ରତ୍ୟାଶାମୂଲକ ଜାମିନ୍

Anti-corruption measure
ଦୁର୍ନୀତି ନିବାରଣ ଉପାୟ

Anti-dumping
ପାଟନ ବିରୋଧି

Antique
ପୁରାକାଳୀନ, ଅତି ପ୍ରାଚୀନ

Apartheid
ବର୍ଣ୍ଣବୈଷମ୍ୟ

Apathy
ଅନାଗ୍ରହ, ଉଦାସୀନତା

Apex body
ଶିଖର ସଂସ୍ଥା, ଅଧିକାରୀଗଣ

Apology
କ୍ଷମାପ୍ରାର୍ଥନା


logo