logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Slump
ମାନ୍ଦା ଅବସ୍ଥା, ହଠାତ୍ ପଡ଼ିଯିବା

Small savings fund
ସ୍ୱଳ୍ପ ସଂଚୟ ନିଧି

Small scale enterprise
ଲଘୁ ଉଦ୍ୟୋଗ

Small scale industry
କ୍ଷୁଦ୍ର ଶିଳ୍ପ

Smartness
ପୂର୍ତ୍ତି, ଉତ୍ସାହ, ପରିଚ୍ଛନ୍ନତା

Smooth
ମସୃଣ, ଚିକ୍କଣ, ମସୃଣ / ଚିକ୍କଣ କରିବା, ବିର୍ବିଘ୍ନରେ

Snap inspection
ହଠାତ୍, ଭାଙ୍ଗିଦେବା, ଫଟୋ ଉଠାଇବା, ହଠାତ୍, ଫଟୋ ଗ୍ରହଣ

Snap strike
ହଠାତ୍ ଆନ୍ଦୋଳନ

Social security
ସାମାଜିକ ରିରାପତ୍ତା

Social welfare
ସମାଜ କଲ୍ୟାଣ


logo