logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

free on rail (FOR)
ରେଳ ଲଦାଣ ପର୍ଯ୍ୟନ୍ତ ମୂଲ୍ୟ

free port
ମୁକ୍ତ ବନ୍ଦର

free trial offer
ବିନା ଖର୍ଚ୍ଚେ ପରୀକ୍ଷଣ ପ୍ରସ୍ତାବ/ସୁଯୋଗ

free warehousing
ନିଃଶୁଳ୍କ ଭଣ୍ଡାରଣ

free-rein leader
ସମ୍ପୂର୍ଣ୍ଣ ଉତ୍ତରଦାୟିତ୍ଵ ପ୍ରଦାନକାରୀ ନେତା

freight
ମାଲ ଭଡ଼ା

freight bill
ମାଲ ଭଡ଼ା ବିଲ

freight contract
ମାଲ ଭଡ଼ା ଚୁକ୍ତି

freight forwarder
ମାଲ ପ୍ରେରକ

freight house
ମାଲ ଗୋଦାମ


logo