logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Annual financial statement
ବାର୍ଷିକ ବିତ୍ତୀୟ ବିବରଣୀ

Annual report
ବାର୍ଷିକ ବିବରଣୀ

Annuity
ବାର୍ଷିକ ବୃତ୍ତି, ସାଲିଆନା, ବାର୍ଷିକୀ

Anonymous
ବେନାମୀ, ଅନାମ

Anonymous complaint
ବେନାମି ଅଭିଯୋଗ

Answerability
ଉତ୍ତରଦାୟିତ୍ୱ, ଉତରଦାୟ

Answer sheet
ଉତ୍ତର ପୁସ୍ତିକା

Antagonist
ପ୍ରତିପକ୍ଷାତ୍ମକ, ବିରୋଧାତ୍ମକ

Antecedents
ପୂର୍ବ ଚରିତ, ପୂର୍ବବୃତ୍ତାନ୍ତ

Anticipated expenditure
ଅନୁମାନିକ ବ୍ୟଯ, ପ୍ରତ୍ୟାଶୀ ବ୍ୟୟ


logo