logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଈଷ
୧. ଲଙ୍ଗଳର ଦଣ୍ଡ l୨. ଶଗଡ଼ର ଦଣ୍ଡା l

ଉଆଁସ
ଅମାବାସ୍ୟା l

ଉଆଁସୀ
ଅମାବାସ୍ୟା ତିଥିରେ ଜନ୍ମ ନେଇଥିବା କନ୍ୟା l ଏପରି କନ୍ୟାଙ୍କର ବିଧବା ଯୋଗ ଥାଏ ବୋଲି ଲୋକ ବିଶ୍ଵାସ ରହିଛି l

ଉଆଚାଉଳ
ଏକ‌ଉଷୁଆଁ ଚାଉଳ l

ଉଆଚୂଡ଼ା
ବତୁରା ହୋ‌ଇଥିବା ଧାନରୁ ପ୍ରସ୍ତୁତ ଚୂଡ଼ା l

ଉଆପଖିଆ
ଏକ ଉଷୁଆଁ ଧାନରୁ ପ୍ରସ୍ତୁତ ଚାଉଳ l

ଉଆରି
ନଈପଠା l

ଉଆଳି
ଗୋରୁଖିଆ କୁଟା, ନଡ଼ାଦିର ଅବଶିଷ୍ଟାଂଶ, ଯାହାକୁ ଗୋରୁ ଗୋଡ଼ରେ ଦଳି ଦେଇଥାନ୍ତି l

ଉଆଲୁ
ଦରପୋଡ଼ା, ଅଧାପୋଡ଼ା l

ଉଆସ
ନ‌ଅର, ରାଜଗୃହ l


logo