logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

shop
ଦୋକାନ

shop floor
କାରଖାନାର ଉତ୍ପାଦନ ସ୍ଥଳୀ

shop keeper
ଦୋକାନୀ, ଦୋକାନଦାର

shop lifter
ସଉଦା କରୁଥିବା ଛଳରେ ଚୋରିକରିବା ବ୍ୟକ୍ତି

shop solid
ଦୋକାନରେ ମ‌ଇଳା ହୋ‌ଇଯାଇଥିବା ପଦାର୍ଥ

shoping
କିଣିବା, ବଜାର କରିବା, ସ‌ଉଦା କରିବା

shopping centre
ସ‌ଉଦା କରିବା ଜାଗା

shopping goods
ରୁଚିପୂର୍ଣ୍ଣ ପଣ୍ୟ

short bill
ସ୍ଵଳ୍ପ ମିଆଦୀ ବିଲ୍‌

short bond
ସ୍ଵଳ୍ପ ମିଆଦୀ ବନ୍ଧପତ୍ର/ବଣ୍ଡ


logo