logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Single entry system
ଏକମାତ୍ର ପ୍ରବେଶ ପଦ୍ଧତି

Single fare
ଏକଳ ବଡ଼ା, ଏକ ତରଫା ଭଡ଼ା

Single file system
ଏକମାତ୍ର ନଧି ପଦ୍ଧତି

Sir
ମହାଶୟ, ସାର୍ (ଉପାଧିବିଶେଷ)

Site
ଗୃହନିର୍ମାଣ ଭୂମି, ଜାଗା, କାର୍ଯ୍ୟସ୍ଥଳ

Site plan
ଗୃହ ନିର୍ମାଣ ନକ୍ସା, ଜାଗା ନକ୍ସା

Sitting member
ଆସୀନ ସଦସ୍ୟ

Situation
ଅବସ୍ଥା, ଅବସ୍ଥିତି

Situations vacant
ରିକ୍ତ ସ୍ଥାନ

Situations wanted
କାମ ଆବଶ୍ୟକ


logo