logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

franchise store
ବିକ୍ରୟ ଅଧିକାର ପ୍ରାପ୍ତ ଭଣ୍ଡାର

franco price
ସମସ୍ତ ଖର୍ଚ୍ଚ ସହ ମୂଲ୍ୟ

franking machine
ଫ୍ରାକିଂଯନ୍ତ୍ର, ଟିକଟମରା ଯନ୍ତ୍ର

fratenal insurance
ସହ ସଦସ୍ୟ ବୀମା

fraud
ପ୍ରତାରଣା, କପଟ

free
ମୁକ୍ତ, ଖୋଲା, ଅବାଧ, ନିଃଶୁଳ୍‌କ

free alongside ship (FAS)
ଜାହାଜ ପର୍ଯ୍ୟନ୍ତ ଖର୍ଚ୍ଚ ସହ ମୂଲ୍ୟ

free banking
ଅବାଧ ବ୍ୟାଙ୍କ କାରବାର

free consent
ସ୍ଵେଚ୍ଛା ସହମତି, ସମ୍ମତି

free goods
କରମୁକ୍ତ ମାଲ, ମାଗଣା ବସ୍ତୁ, ଈଶ୍ଵର ଦତ୍ତ ବସ୍ତୁ


logo