logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Salary
ବେତନ, ଦରମା

Salary cheque
ଦରମା ଚେକ୍, ବେତନ ଚେକ୍

Salary deduction
ଦରମା କାଟ, ଦରମା ବିୟୋଗ

Salary review
ଦରମା ସମୀକ୍ଷା

Salary structure
ଦରମା ସଂରଚନା

Sale deed
କବଲା, ବିକ୍ରୟ ଦଲିଲ୍

Sales department
ବିକ୍ରୟ ବିଭାଗ

Sales tax
ବିକ୍ରି କର

Salient
ପ୍ରମୁଖ, ମୁଖ୍ୟ, ପ୍ରଧାନ, ଉଲ୍ଲେଖଯୋଗ୍ୟ

Salvage
ଧ୍ୱଂସୋଦ୍ଧାର, ଉଦ୍ଧାର କରିବା,


logo