logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

quality control
ଗୁଣବତ୍ତା ନିୟନ୍ତ୍ରଣ

quality goods
ଉତ୍କୃଷ୍ଟ ପଣ୍ୟ

quality product
ଉତ୍ତମ ପଦାର୍ଥ, ଉତ୍କୃଷ୍ଟ ଦ୍ରବ୍ୟ

quantification
ପରିମାଣୀକରଣ

quantitative approach
ପରିମାଣାତ୍ମକ ଆଭିମୁଖ୍ୟ

quantitative technique
ପରିମାଣାତ୍ମକ କୌଶଳ

quantity
ପରିମାଣ, ମାତ୍ରା, ରାଶି

quantity discount
ପରିମାଣ ଭିତ୍ତିକ ବଟ୍ଟା

quantity statement
ପରିମାଣ ବିବରଣୀ

quantity theory of money
ମୁଦ୍ରା ପରିମାଣ ସିଦ୍ଧାନ୍ତ/ତତ୍ତ୍ଵ


logo