logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

national brand
ଦେଶୀ ଛାପ, ଦେଶୀ ମାର୍କା

national death rate
ରାଷ୍ଟ୍ରୀୟ ମୃତ୍ୟୁହାର

national life table
ରାଷ୍ଟ୍ରୀୟ ଜୀବନ ସାରଣୀ

national product
ଜାତୀୟ ଉତ୍ପାଦ

national saving certificate (NSC)
ଜାତୀୟ ସଂଞ୍ଚୟ ପ୍ରମାଣପତ୍ର

nationalised insurance
ରାଷ୍ଟ୍ରୀୟ ବୀମା

natural advantage
ପ୍ରାକୃତିକ ସୁବିଧା

natural capital
ନୈସର୍ଗିକ ପୁଞ୍ଜି, ଭୂ-ପୁଞ୍ଜି

natural death
ସ୍ଵାଭାବିକ ମୃତ୍ୟୁ

natural difference
ପ୍ରାକୃତିକ ଅନ୍ତର, ସ୍ଵାଭାବିକ ଅନ୍ତର


logo