logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Faculty
ସାମର୍ଥ୍ୟ, ଅନୁଷଦ, ବିଭାଗୀୟ, ଅଧ୍ୟାପକ ଗୋଷ୍ଠୀ

Fail
ଅକୃତକାର୍ଯ୍ୟ ହେବା, ନିରାଶ କରିବା, କ୍ଷୀଣ ହେବା, ଅସଫଳ ହେବା, ଅକୃତକାର୍ଯ୍ୟତା, ଅସଫଳତା, ଫେଲ୍

Fair
ମେଳା, ଉଚିତ, ସୁନ୍ଦର, ଗୋରା, ପ୍ରାଞ୍ଜଳ, ପରିଷ୍କାର

Faith
ଧର୍ମବିଶ୍ୱାସ, ବିଶ୍ୱାସ

Fake
ନକଲି, ଜାଲ୍, ମନଗଡ଼ା

Family
ପରିବାର, କୁଟୁମ୍ୱ

Famine
ଦୁର୍ଭିକ୍ଷ

Fare
ଖୋରାକି, ଯାତ୍ରି ମାସୁଲ, ଯାତ୍ରୀ, ସଫଳ ହେବା, ଯାତ୍ରା କରିବା, ଖୁଆଇବା

Farewell
ବିଦାୟ

Farming
କୃଷି କର୍ମ, ଚାଷ କାମ


logo