logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Short title
ସଂକ୍ଷିପ୍ତ ନାମ

Show cause notice
କାରଣଦର୍ଶା ନୋଟିସ

Shut down
ବନ୍ଦ କରିବା

Sick industry
ରୁଗ୍ ଣ ଶିଳ୍ପ

Sick leave
ବେମାରୀ ଛୁଟି

Sickness benefit
ଅଳ୍ପସ୍ଥତା ସୁବିଧା

Sick report
ଅସୁସ୍ଥତା ରିପୋର୍ଟ

Sign
ଲକ୍ଷଣ, ଚିହ୍ନ, ରାଶିଚିହ୍ନ, ଇସାରା, ଦସ୍ତଖତ କରିବା, ସ୍ୱାକ୍ଷର କରିବା, ଚିହ୍ନିତ କରିବା, ଇସାରା ଦେବା

Signature
ସ୍ୱାକ୍ଷର, ଦସ୍ତଖତ

Signature campaign
ଦସ୍ତଖତ ଅଭିଯାନ


logo