logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

formal
ଔପଚାରିକ

formation expenses
ପ୍ରବର୍ତ୍ତନ ବ୍ୟୟ

fortuitous circumstances
ଅପ୍ରତ୍ୟାଶିତ ଘଟଣା/କାରଣ

forward agent
ମାଲ ପ୍ରେରଣକାରୀ ଅଭିକର୍ତ୍ତା

forward buying
ଅଗ୍ରୀମ କ୍ରୟ ଚୁକ୍ତି

forward charges
ମାଲ ପ୍ରେରଣ ଖର୍ଚ୍ଚ

forward dealing
ଆଗୁଆ କାରବାର

forward delivery
ଆଗୁଆ ମାଲ ପ୍ରେରଣ

forward equation
ଅଗ୍ରଗାମୀ ସମୀକରଣ

forward integration
ଅଗ୍ରଶ ଏକୀକରଣ


logo