logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

convertible term policy with premium rebate
ଅଧିମୂଲ୍ୟ ସହ ପରିବର୍ତ୍ତନୀୟ ମିଆଦୀ ପଲିସି

convertible whole life policy
ପରିବର୍ତ୍ତନୀୟ ଆଜୀବନ ବୀମା ପଲିସି

conveyor belt
ବାହାକ ଫିତା

conveyor belt
କନଭେୟର, ବାହକ

conviction
ହୃଦ୍‌ବୋଧ

cooling off period
ଉପଶମନ ଅବଧି/କାଳଭାଗ

cooperative advertising
ସମବାୟ ବିଜ୍ଞାପନ

coordinate service
ସମନ୍ଵିତ ସେବା

copy right holder
ସ୍ଵତ୍ଵାଧିକାରୀ

cornering a market
ବଜାର ନିୟନ୍ତ୍ରଣକରଣ, ବଜାର ଆବଦ୍ଧକରଣ (ଅନ୍ୟକୁ ଭିତରେ ପୂରାଇ ନ ଦେବପାଇଁ)


logo