logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

continuing guarantee
ଚିରନ୍ତନ ପ୍ରତ୍ୟାଭୂତି, ନିରନ୍ତର ପ୍ରତ୍ୟାଭୂତି

continuity of coverage
ବୀମାର ଧାରାବାହିକତା

continuity premium
ଧାରାବାହିକ ପ୍ରିମିୟମ

continuous accounts
ପ୍ରତିପକ୍ଷ ହିସାବ

continuous annuity
ନିରନ୍ତର ବାର୍ଷିକୀ, ଚିରନ୍ତନ ବାର୍ଷିକୀ

continuous audit
ନିରନ୍ତର ହିସାବ ସମୀକ୍ଷା

continuous flow
ନିରନ୍ତର ପ୍ରବାହ

continuous forms (continuous stationary)
ନିରନ୍ତର ଫାରମ୍‌

continuous movement
ନିରନ୍ତର ସଂଚଳନ

continuous process
ନିରନ୍ତର ପ୍ରକ୍ରିୟା


logo