logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

contingent annuty
ସାମ୍ଭାବ୍ୟ ବାର୍ଷିକୀ

contingent beneficiary
ସାମ୍ଭାବ୍ୟ ହିତାଧିକାରୀ

contingent business insurance
ସାମ୍ଭାବ୍ୟ ବ୍ୟବସାୟ ବୀମା

contingent business interruption insurance
ସାମ୍ଭାବ୍ୟ ବ୍ୟବସାୟ ବିଘ୍ନବୀମା

contingent contract
ସାମ୍ଭାବ୍ୟ ଚୁକ୍ତି

contingent expenditure
ସାମ୍ଭାବ୍ୟ ବ୍ୟୟ

contingent liability
ସାମ୍ଭାବ୍ୟ ଦେୟ

contingent reversion
ସାମ୍ଭାବ୍ୟ ପ୍ରତ୍ୟାବର୍ତ୍ତନ

continuation clause
ଅବଧିବର୍ଦ୍ଧନ ଧାରା

continuation sheet
ଧାରାବାହିକ ଫର୍ଦ୍ଦ/ପତ୍ରକ


logo