logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Service verification
ସେବା ସତ୍ୟାପନ

Session
ଦୀର୍ଘ, କାରାବାସ, ଅଧିବେଶନ, ସତ୍ର, ଅଦାଲତର ବୈଠକ, ଶିକ୍ଷାବର୍ଷ

Session of parliament
ସଂସଦ ପତ୍ର, ସଂସଦ ଅଧିବେଶନ

Set
ଖରିତ କରବା, ବସାଇବା, ସ୍ଥିର କରିବା, ଅସ୍ତ ହେବା, ବିନିଯୋଗ କରିବା, ବସାମ, ସଜ, ସମୁଦାୟ, ଦୃଢ଼ବଦ୍ଧ, ସ୍ଥିରୀକୃତ, ସଂକଳ୍ପିତ, ଖଚିତ, ବିନ୍ୟାସ, ଅପରିବର୍ତ୍ତିତ, ପୂର୍ବପ୍ରସ୍ତୁତ

Set aside
ଅଗ୍ରାହ୍ୟ କରିବା, ନାପସନ୍ଦ କରିବା

Settlement
ବ୍ୟବସ୍ଥା, ବନ୍ଦୋବସ୍ତ, ବସତି ସ୍ଥାପନ, ମୀମାଂସା, ରାଜିନାମା, ସ୍ଥିରୀକରଣ, ଋଣ ପରିଶୋଧ

Set-up
ଗଠନ କରିବା, ବ୍ୟବସ୍ଥା କରିବା, ଗଠନ, ବ୍ୟବସ୍ଥା, ପ୍ରତିଷ୍ଠା

Severally
ପୃଥକ୍ ଭାବରେ

Severance of relatiions
ସଂବନ୍ଧ ବିଚ୍ଛେଦ

Severe action
କଠୋର କାର୍ଯ୍ୟ, କଠୋର ଆଚରଣ


logo