logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

comparative cost
ତୁଳନାତ୍ମକ ପରିବ୍ୟୟ

comparative rate schedule
ତୁଳନାତ୍ମକ ଦର ଅନୁସୂଚୀ

comparative trading account
ତୁଳନାତ୍ମକ ବେପାର ହିସାବ

compensating error
ପ୍ରତିପୂରକ ତ୍ରୁଟି, ସମକାରୀ ତ୍ରୁଟି

compensatory duty
ପରିପୂରକ ଶୁଳ୍କ

compensatory holiday
ପରିପୂରକ ଛୁଟି

competency
ବୈଧ୍ୟ କ୍ଷମତା, ସାମର୍ଥ୍ୟ

competition
ପ୍ରତିଯୋଗିତା

competition pontential
ପ୍ରତିଯୋଗିତା ସାମର୍ଥ୍ୟ

competitive edge
ପ୍ରତିଯୋଗିତା ମୂଳକ ଉତ୍କର୍ଷ


logo