logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଶିକାରୀ କୁକୁର
ଜୁଲୁଂସେତା
ଶିକାରୀ କୁକୁର ବିଲୁଆକୁ ଧରିଲା ।
ଜୁଲୁଂସେତା ତୁୟୁଃ ସାବ୍‌କିଃଆ ।

ବୁଲା କୁକୁର
ଜାଣ୍ଟା ସେତା
ବୁଲା କୁକୁର ଘରେ ପଶିଲା ।
ଜାଣ୍ଟାସେତା ଉସେମ୍‌ରେଃ ବଲୟାନା ।

ପାତି ମାଙ୍କଡ଼
ଗାଈ
ପାତି ମାଙ୍କଡ଼ ଗଛରୁ ଡେଇଁଲା ।
ଗାଈ ଦାରୁଇତେଃ ଉଇଃୟାନା ।

ହେଟା ବାଘ
ହାଳାଗାର୍
ହେଟା ବାଘ ଗୁମ୍ଫାରେ ଶୋଇଛି ।
ହାଳାଗାର୍‍ ଗଙ୍ଗର୍‌ରେଃ ଗିତିୟାଃ କାନା ।


Published By: Academy of Tribal Language & Culture, Govt. of Odisha

ଓଡ଼ିଆ ଶଦ୍ଦ(Word in Odia)
ହୋ ଶଦ୍ଦ (Word in Ho)
ଓଡ଼ିଆ ବାକ୍ୟ (Odia Sentence)
ହୋ ବାକ୍ୟ (Ho Sentence)

ପ୍ରାଣୀଜଗତ
ଜୀଉ ସକୱା

ଶବ୍ଦ(Word)
ଅର୍ଥ(Meaning)

କୀଟ ପତଙ୍ଗ
ଉରୁ ଉସକି


logo