logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ବାଘୁଣୀ
କୁଲେଏଙ୍ଗା
ବାଘୁଣୀ ଛୁଆକୁ ଧରି ଜଙ୍ଗଲରେ ବୁଲୁଛି ।
କୁଲେଏଙ୍ଗା ହନ୍‍ ଲଃତେ ବିର୍‌ରେଃ ହନର୍‌ତାନ ।

ଓଟ
ଉଁଟୁ
ଓଟ ମରୁଭୂମିରେ ଦେଖାଯାଏ ।
ଉଁଟୁ ଗିତିଲ୍ ପିଇ ରେଃ ନେଲଃଆଃ ।

ଓଧ
ଉଦେମ୍
ଓଧ ମାଛ ଖାଏ ।
ଉଦେମେ୍ ହାକୁଇଃ ଜମା ।

କୁକୁର
ସେତା
କୁକୁର ଘର ଜଗେ ।
ସେତା ଅୱାଃ ହରୱା ।

କୋକିଶିଆଳି
କିଂକିଳି ତୁୟୁ
କୋକିଶିଆଳି କିଆବୁଦା ତଳେ ଲୁଚି ରହେ ।
କିଂକିଳିତୁୟୁ କିଆଁଡ୍ ଜୁମ୍ବା'ରେ ଉକୁନା ।

ଗୁଣ୍ଡୁଚି ମୂଷା
ତୁ
ଗୁଣ୍ଡୁଚି ମୂଷା କାକୁଡ଼ି ଖାଇଲା ।
ତୁ' ତାୟାରେଃ ଜମ୍‍ କେଡ଼ା ।

ଘୋଡ଼ା
ସାଦମ୍‍
ଘୋଡ଼ାରେ ଚଢ଼ ।
ସାଦମ୍‌ରେ ଦେଏଃମେ ।

ଘୋଡ଼ୀ
ଏଙ୍ଗାସାଦମ୍
ଘୋଡ଼ୀ ଛୁଆ ଦେଲା ।
ଏଙ୍ଗାସାଦମ୍ ହନ୍ କିଃଏ ।

ମେଣ୍ଢାଛୁଆ
ମିଣ୍ଡିହନ୍
ମେଣ୍ଡାଛୁଆ ମାଆ ପାଖରେ ଶୋଇଛି ।
ମିଣ୍ଡିହନ୍ ଏଙ୍ଗା ଜାପାଃରେଃ ଗିତିଃୟା କାନା ।

ହନୁ ମାଙ୍କଡ଼
ସାରାଃ
ହନୁମାଙ୍କଡ଼ କାଙ୍କଡ଼ ଖାଉଛି ।
ସାରାଃ ଅଚେନେଃ ଜମ୍ ତାନା ।


logo