logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ବାଛୁରୀ
ମିୟୁଁ
ବାଛୁରୀ ବନ୍ଧା ଯାଇଛି ।
ମିୟୁଁ ତଲା କାନା ।

ଭାଲୁ ଛୁଆ
ବାଲୁହନ୍
ଭାଲୁଛୁଆ ଗୁମ୍ଫାରେ ଶୋଇଛି ।
ବାଲୁହନ୍ ଗଙ୍ଗର୍ ରେଃ ବୁରୁମା କାନା ।

ବାଘ ଛୁଆ
କୁଲେ ହନ
ବାଘ ଛୁଆ ଜଙ୍ଗଲ ରେ ବୁଲୁଛି ।
କୁଲେ ହନ୍ ବିର୍‌ରେଃ ହନର୍ ତାନା ।

ମେଣ୍ଢାଛୁଆ
ମିଣ୍ଡିହନ୍
ମେଣ୍ଢାଛୁଆ ମାଆ ପାଖରେ ରହିଛି ।
ମିଣ୍ଡିହନ୍ ଏଙ୍ଗା ତାଆଃ ରେଃ ତାଇୟା କାନା ।

ସିଂହ ଛୁଆ
ଜଟକୁଲାହନ୍
ସିଂହ ଛୁଆ ଧରାଯାଇଛି ।
ଜଟକୁଲାହନ୍ ସାବାକାନା ।

ହରିଣ ଛୁଆ
ସିଲିବ୍‌ହନ୍
ହରିଣ ଛୁଆ ମାଆକୁ ଭୁଲିଗଲା ।
ସିଲିବ୍‌ହନ୍ ଏଙ୍ଗାଃ ଆଡ୍‌କିଃଏ ।

କୁକୁଡ଼ା ଛୁଆ
ସିମହନ
କୁକୁଡ଼ା ଛୁଆକୁ ଖୁଦ ଦିଅ ।
ସିମହନ୍ କୁଦି ଏମାଇମ୍‍ ।

ଗାଈ
ଗୁଣ୍ଡି
ଗାଈ ଘାସ ଖାଉଅଛି ।
ଗୁଣ୍ଡି ତାସାଡ଼େଃ ଜମ୍‌ତାନା ।

ବଳଦ
ହାଳା
ବଳଦ କିଣି ଆଣ ।
ହାଳା କିରିଂ ଆଗୁଇମ୍ ।

ଷଣ୍ଢ
ସେଣ୍ଢ
ଷଣ୍ଢ ଲଢ଼େଇ ଚାଲିଛି ।
ସେଣ୍ଢ ତାପାଳାର୍ ଚାଲୁୱା କାନା ।


logo