logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Sentence
ବାର୍ୟ, ଦଣ୍ଡାଦେଶ

Separated family
ପୃଥକ ପରିବାର

Separation
ପୃଥକୀକରଣ, ବିଚ୍ଛେଦ, ବିଭିନ୍ନ

Sequence
ଅନୁକ୍ରମ, ପରିଣତି

Serial list
କ୍ରମସୂଚୀ

Serial number
କ୍ରମିକ ସଂଖ୍ୟା

Series
ଅନୁକ୍ରମ, ପର୍ଯ୍ୟାୟ, ଆବଳୀ

Serious
ସୋଚନୀୟ, ସାଙ୍ଘାତିକ, ଚିନ୍ତାଶୀଳ, ଗମ୍ଭୀର, ଉଦ୍ବେଗଜନକ

Servant
ସେବକ, ଚାକିରିଆ, କର୍ମଚାରୀ

Serve
ସେବା କରିବା, କାର୍ଯ୍ୟ କରିବା, ପରଷିବା, ଜାରି କରିବା, (ଦଣ୍ଡ) ଭୋଗ କରିବା, କାର୍ଯ୍ୟୋପଗୀ ହେବା


logo