logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

non-revenue ton-mile
ଆୟ ବିହୀନ ଟନ୍‌ ମାଇଲ

non-scheduled bank
ଅଣ-ସୂଚିତ ବ୍ୟାଙ୍କ

non-standard
ଅଣ-ମାନକ

non-statutory
ଅଣ-ବୈଧାନିକ/ଅବୈଧାନିକ

non-stop station
ଅବିରାମୀ ଷ୍ଟେସନ

non-terminable security
ବେମିଆଦି ପ୍ରତିଭୂତି

non-transferable goods
ଅଣ-ହସ୍ତାନ୍ତରଣୀୟ ବସ୍ତୁ, ଅହସ୍ତାନ୍ତରଣୀୟ ବସ୍ତୁ

non-valued policy
ମୂଲ୍ୟ ଅନିର୍ଣ୍ଣୀତ ପଲିସି

non-voting stock
ମାତ୍ରାଧିକାର ରହିତ ଷ୍ଟକ୍‌

non-waiver agreement
ସ୍ଵତ୍ଵ ତ୍ୟାଗ ରହିତ ରାଜିନାମା


logo