logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

channel
ପ୍ରଣାଳୀ, ମାର୍ଗ, ମାଧ୍ୟମ

channel of distribution
ବିତରଣ ପ୍ରଣାଳୀ, ବିତରଣ ମାଧ୍ୟମ

characteristics (ligaritam)
କାରାକ୍‌ଟରିଷ୍ଟିକ୍

chargable accounting period
ପ୍ରଭାର୍ଯ୍ୟ ଲେଖା-ଅବଧି (ସମୟ)

chargable expenses
ପ୍ରଭାର୍ଯ୍ୟ ଖର୍ଚ୍ଚ

charge
ପ୍ରଭାର, ଖର୍ଚ୍ଚ, ବ୍ୟୟ

charge customer (=audit customer)
ଉଧାରୀ ଗ୍ରାହକ

charge of certificate
ପ୍ରଭାର ପ୍ରମାଣପତ୍ର

charge out slip
ନିର୍ଗମ ସୂଚକ ପତ୍ରକ, ମାର୍ଗ ସୂଚକ

charge report
ଭାରାର୍ପଣ ରିପୋର୍ଟ, ଦାୟିତ୍ଵ ହସ୍ତାନ୍ତର ରିପୋର୍ଟ


logo