logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

chain index
ଶୃଙ୍ଖଳ ସୂଚ୍ୟଙ୍କ/ସୂଚକାଙ୍କ

chain marketing
ଶୃଙ୍ଖଳ ବିପଣନ

chain of command
ନିର୍ଦ୍ଦେଶନା ଶୃଙ୍ଖଳ

chain of endorsements
ପୃଷ୍ଟାଙ୍କନ ଶୃଙ୍ଖଳ

chain store
ଶୃଙ୍ଖଳ ଭଣ୍ଡାର

chain store system
ଶୃଙ୍ଖଳ ଭଣ୍ଡାର ପଦ୍ଧତି

chamber of commerce
ବାଣିଜ୍ୟ ମଣ୍ଡଳ

champerty
ସ୍ଵାର୍ଥନିହିତ ଆଇନ ସହାୟତା

change management
ପରିବର୍ତ୍ତନ ପରିଚାଳନା

change of vorage
ସମୁଦ୍ର-ଯାତ୍ରା ପରିବର୍ତ୍ତନ


logo