logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

cash buyer
ନଗଦ କ୍ରେତା

cash certificate
ନଗଦ ଜମା ପ୍ରମାଣ ପତ୍ର

cash control
ରୋକଡ଼ ନିୟନ୍ତ୍ରଣ

cash credit
ନଗଦ ଋଣ

cash deposit
ରୋକଡ଼ ଜମା

cash discount
ନଗଦ ବଟ୍ଟା

cash flow
ରୋକଡ଼ ପ୍ରବାହ

cash flow statement
ରୋକଡ଼ ପ୍ରବାହ ବିବରଣୀ

cash forecasting
ରୋକଡ଼ ପୂର୍ବାନୁମାନ/ଅନୁକଳନା

cash in hand
ନଗଦ ତହବିଲ୍‌


logo