logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

case
ଖୋଳ, ପେଟି

cash
ରୋକଡ଼, ନଗଦ

cash account
ରୋକଡ଼ ହିସାବ

cash against documents
ଦଲିଲ ଉପରେ ଆଦାୟ

cash and carry
ନଗଦରେ ମାଲ ନେବା

cash before delivery (CBD)
ମାଲ ପ୍ରାପ୍ତି ପୂର୍ବରୁ ଅର୍ଥପ୍ରଦାନ

cash bonus
ନଗଦ ଅଧିଲାଭ

cash book
ରୋକଡ଼ ବହି

cash book
ରୋକଡ଼ ବହି

cash budget
ରୋକଡ଼ ବଜେଟ୍‌/ଅଟକଳ


logo