logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

cargo policy
ମାଲ ବୀମା ପଲିସି

cargo rate
ମାଲ ଦର

cargo tonnage
ମାଲ ଟନ୍‌ ଭାର

cargo underwriter
ନୌଭାର ବୀମା କର୍ତ୍ତା, ଜାହଜ ମାଲ ବୀମା କର୍ତ୍ତା

cargo worthiness
ମାଲ ବହନ ଯୋଗ୍ୟତା

carriage
ପରିବହନ, ପରିବହନ ଖର୍ଚ୍ଚ

carriage inward
ଅନ୍ତର୍ମୁଖୀ ମାଲଭଡ଼ା

carriage outward
ବହିର୍ମୁଖୀ ମାଲଭଡ଼ା

carried down(c/d)
ଅଧୋନୀତ

carried forward(c/f) (=carried over)
ଅଗ୍ରେନୀତ


logo