logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

cabinet
ଖୋପଯୁକ୍ତ ଆଲମାରୀ; କ୍ୟାବିନେଟ୍‌

cable gram
ବର୍ହିଦେଶୀୟ ତାରବାର୍ତ୍ତା

cabotage (=coastal trading)
ଅନୁତଟ ବ୍ୟାପାର

calculating machine
ଗଣନା ଯନ୍ତ୍ର

call
ତଲବ, ଆହ୍ଵାନ, ଦାବୀ

call and put option
କ୍ରୟ-ବିକ୍ରୟ ବିକଳ୍ପ

call book
ତଲବ ପୁସ୍ତକ, ଆହ୍ଵାନ ପୁସ୍ତକ

call deposit (=demand deposit)
ତଲବ ଜମା, ଦାବୀ ଜମା, ଆହ୍ଵାନ ଜମା

call in pay
ଉପସ୍ଥିତି ବେତନ

call letter
ଆହ୍ଵାନ/ଡ଼ାକରା ପତ୍ର


logo