logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Selection grade
ପ୍ରବରଣ ପଦକ୍ରମ

Selection post
ପ୍ରବରଣ ଡାକ, ମନୋନୟନ ଡାକ

Selection procedure
ଚୟନ ପ୍ରକ୍ରିୟା, ମନୋନୟନ ପ୍ରକ୍ରିୟା

Selection test
ମନୋନୟନ ପରୀକ୍ଷା, ଚୟନ ପରୀକ୍ଷା

Select list
ମନୋନୟନ ସୂଚୀ, ଚୟନ ସୀଚୀ

Self-appraisal (self-assessment)
ସ୍ୱମୂଲ୍ୟାଙ୍କନ

Self-confidence
ଆତ୍ମ-ପ୍ରତ୍ୟୟ, ଆତ୍ମବିଶ୍ୱାସ

Self-contained note
ସ୍ୱତ୍ଃପୂର୍ଣ୍ଣ ନୋଟ, ସ୍ୱୟଂସମ୍ପୂର୍ଣ୍ଣ ତାଲିକା

Self-employment
ଆତ୍ମ-ନିଯୁକ୍ତି

Self-explanatory
ସ୍ୱତଃପ୍ରାଂଜଳ, ସ୍ୱତଃସ୍ପଷ୍ଟ


logo