logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Foundation
ମୂଳଭିତ୍ତି, ମୂଳାଧାର, ସ୍ଥାୟୀପାଣ୍ଠି, ମୂଳପାଣ୍ଠି, ପ୍ରତିଷ୍ଠାକରଣ

Fraction
ଖଣ୍ଡ, ଭଗ୍ନାଂଶ

Franchise
ମତାଧିକାର, ଭୋଟ ଅଧିକାର, ମୂଳଢାଞ୍ଚାର ଅଧିକାର

Fraud
ପ୍ରବଞ୍ଚନା, ପ୍ରବଞ୍ଚକ

Free
ମୁକ୍ତ, ସ୍ୱାଧୀନ, ଅବାଧ, ମାଗଣା, ମୁକ୍ତ କରିବା

Freeze
ବରଫ କରିବା, ବରଫ ହେବା, ଅଚଳ କରିବା, ବରଫରେ ସାଇତିବା, ଶୀତଳ-ପେଟିକା, ଘନୀଭୂତ ଅବସ୍ଥା

Freight
ମାଲ ପରିବହନ, ମାଲଭଡ଼ା

Frequency
ବାରମ୍ୱାରତା, ପୌନଃପୁନିକତା

Fuel
ଇନ୍ଧନ, ଜାଳେଣି

Full-scale
ପୂର୍ଣ୍ଣ ବ୍ୟାପକ


logo