logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

burden cost/overhead cost
ଉପରି ବ୍ୟୟ

bureaucracy
ଅମଲାତନ୍ତ୍ର

bureaucratic management
ଅମଲାତାନ୍ତ୍ରିକ ପରିଚାଳନା

burglary policy
ସିନ୍ଧି ଚୋରୀ ବୀମା ପଲିସି

burning ratio
ଅଗ୍ନି-କ୍ଷତି ଅନୁପାତ

business
ବ୍ୟବସାୟ, କାରବାର

business agent
ବ୍ୟବସାୟ ଅଭିକର୍ତ୍ତା; ଶ୍ରମିକ ସଂଘ ଅଭିକର୍ତ୍ତା

business association
ବ୍ୟବସାୟ ସଂଘ

business baromate
ବ୍ୟବସାୟ ମାପକ

business buyer
ବ୍ୟବସାୟୀ କ୍ରେତା


logo