logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କୁଶପାତ୍ରୀ
ଧର୍ମାନୁଷ୍ଠାନ, ପୂଜା, ହୋମାଦିରେ ବ୍ୟବହୃତ କୁଶ ଓ ପାତ୍ରୀ l

କୁଶବଟୁ
ଧର୍ମାନୁଷ୍ଠାନ, ପୂଜା, ହୋମାଦିରେ କର୍ମରେ ଆଙ୍ଗୁଠିରେ ପିନ୍ଧାଯାଉଥିବା କୁଶ ତିଆରି ମୁଦି l

କୁଶବିଟାଳି
ବାଲ୍ୟବିଧବା ହୋ‌ଇଥିବା ଶୂଦ୍ର କନ୍ୟା l

କୁଶବେଣ୍ଟି
୧. କୁଶ ପରି କେରାଏ ମୁଣ୍ଡବାଳ l ୨. ଗାଧୁଆ ପରେ ମୁଣ୍ଡବାଳ ଶୁଖାଇବା ପାଇଁ ମୁକୁଳାବାଳ ଅଗରେ ପକାଯିବା ଗଣ୍ଠି l

କୁଶମ
ଏକ ପ୍ରକାର ଦେଶୀମଦ l

କୁଶମସିଣା
କୁଶ ତୃଣରେ ନିର୍ମିତ ମସିଣା l

କୁଶା
୧. କପାର ବକଡ଼ା l୨. ଘୋଡ଼ାର ଲଗାମ l ୩. ପଣସର ଖୋଷା l

କୁଶାରି
୧. କନ୍ତାରି ଆଖୁ l ୨. ମୃଦଙ୍ଗାଦି ବାଦ୍ୟର ଦୁଇ ମୁହଁର ଚମଡ଼ା ଛାଉଣିକୁ ଧରି ରଖିବା ପାଇଁ ବନ୍ଧାଯିବା ଗଛ ବା ଚମ ଦ‌ଉଡ଼ି l

କୁଶିକିଳା
ଶଗଡ଼ର ଯୁଆଳି ସହିତ ଝୁରାମୁଣ୍ଡିକୁ ଯୋଡ଼ିବାକୁ ଝୁରାମୁଣ୍ଡିରେ ମରାଯାଇଥିବା ଖିଲ |

କୁଷ୍ମାଣ୍ଡ
୧. ପାଣିକଖାରୁ l ୨. ବୋ‌ଇତିକଖାରୁ l


logo