logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କୁର୍ମା
ଛୋଟ କୁଡିଆ ଘର l

କୁଳଛଡ଼ା
ନିଜ ବଂଶକୁ ଛାଡ଼ିଥିବା ବ୍ୟକ୍ତି l

କୁଳପୁରୋହିତ
ବଂଶାନୁକ୍ରମେ ପୁରୋହିତଗିରି କରୁଥିବା ପୁରୋଧା l

କୁଳବସିବା
ଜାତିଭାଇମାନଙ୍କର ଜାତିଆଣ ସଭା ବସିବା l

କୁଳବୁଡ଼ା
ଗାଉଁଲି ଗାଳି, ଯାହାର ବଂଶ ଉଚ୍ଛନ୍ନ ହୋ‌ଇଯାଇଥାଏ l ଯାହା ବଂଶରେ କେହି ଉତ୍ତରଦାୟାଦ ନଥାନ୍ତି l

କୁଳବୁଡ଼ିବା
କୁଳଧର୍ମ ନାଶ ହେବା, ବଂଶ ବୁଡିବା l

କୁଳବେଉସା
ଜାତିଗତ ବୃତ୍ତି, ବ୍ୟବସାୟ l

କୁଳସଭା
ଜାତିଆଣ ସଭା l

କୁଲା
ବାଉଁଶପାତିଆରେ ତିଆରି ହାତୀକାନ ପରି ଚ‌ଉଡ଼ା ଡାଲା l

କୁଲା(ଲେ)ଇ
ଛୋଟ କୁଲା l


logo