logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Forged
ଜାଲ୍

Forgery
ଜାଲିଆତି

Form
ରୂପ, ଫାରମ୍, ଫର୍ମ, ଆକାର, ଗଠନ କରିବା, ନିର୍ମାଣ କରିବା

Formal
ଯଥାରୀତି, ନିୟମାନୁସାରୀ, ଔପଚାରିକ, ଆନୁଷ୍ଠାନିକ

Format
ସଂରୁପ, ଆକାର ଓ ଗଠନ

Former
ପୂର୍ବତନ, ପୂର୍ବୋକ୍ତ

Formula
ସୂତ୍ର

Forthwith
ତତକ୍ଷଣାତ୍, ତତ୍କାଳ

Forward
ଆଗକୁ ପଠାଇବା, ଅଗ୍ରଗାମୀ, ଆଗୁଆ, ଆଗିଲା

Forwarding letter
ସହାୟକ ପତ୍ର


logo